Play Audio of Gori Jhumuru Jhumuru Odia Song
Gori Jhumuru Jhumuru Tora Pada Paunji Lyrics
ଗୋରୀ ଝୁ ମୁରୁ ଝୁମୁରୁ ତୋର ପାଦ ପାଉଁଜି
ମତେ ପ୍ରେମରେ ପାଗଳ କରିଛି ଆଜି (୨)
ଏତେ ଫୁଲେଇ ହଉଛୁ କାହିଁକି
ଛାଡିଦେ ନଖରବଜି (୨)
ଗୋରୀ ଝୁମୁରୁ ଝୁମୁରୁ ତୋର ପାଦ ପାଉଁଜି
ମତେ ପ୍ରେମରେ ପାଗଳ କରିଛି ଆଜି
ଆରେ ଚଗଲା ବଗଲା
ତୋ କଥାରେ ହେବିନି ମୁଁ ରାଜି
ଛିଟିକି ଯାଆନା ଗୋରୀ
ତିରିଛି ନଜର ମାରି
ନଜର ତୋର ଘାଇଲା କରୁଛି
ଛାତି ମୋ ଯାଏ ଚିରୀ (୨)
ରୂପ ତୋ ଏମିତି ଗୋରୀ
ଲାଗିଛି ଚୁମୁକି ଜରି
ଚେହେରା ତୌ ଜଳୁଛି ଜଳୁଛି
ସତେ କି ଫୁଲଝରୀ
ତୋ ପରୀ ସୁନ୍ଦରୀ ଦେଖୁନି
ଏ ସାରା ସହରେ ଖୋଜି
ଗୋରୀ ଝୁମୁରୁ ଝୁମୁରୁ ତୋର ପାଦ ପାଉଁଜି
ମତେ ପ୍ରେମରେ ପାଗଳ କରିଛି ଆଜି (୨)
ଆରେ ଚଗଲା ବଗଲା
ମତେ ଛାଡିଦେ ଛାଡିଦେ ଆଜି
ଚାଲିରେ ଫୁଟୁଛି ଫୁଲ
କେମିତି କରିବି ଗେଲ
ଦେଖୁବା ପରିକା ଝିଅଟେ ହେଇଛୁ
ତତେ ମୁଁ ପାଏ ଭଲ (୨)
ଆଲୋ ରାଗରେ ଯାଆନା ଚାଲି
ଛାତି ମୋ ପଡିଛି ଖାଲି
ଲାଗିଯା ଲାଗିଯା ଛାତିରେ ମୋର
ଆଲୋ ମୋ ଚୁଲୁବୁଲି
ଆରେ ମାନିଯା ମାନିଯା କଥା ତୁ
ହେଇଯା ଗୋରୀତୁ ରାଜି (୨)
ଗୋରୀ ଝୁମୁରୁ ଝୁମୁରୁ ତୋର ପାଦ ପାଉଁଜି
ମତେ ପ୍ରେମରେ ପାଗ ପାଗଳ କରିଛି ଆଜି (୨)
🎶 Song Credits
- 🎵 Song: Gori Jhumuru Jhumuru Tora Pada Paunji
- 🎥 Movie Name: To Akhi Mo Aaina
- 📅 Movie Year: 1999
- 💿 Album No: SM-6193
- 🎤 Singers: Sonu Nigam & Pamela Jain
- ✍️ Lyrics: Sirshanand Das Kanungo
- 🎼 Music: Deepak Kumar
- 🏷️ Music Label: Sidharth Music
✨ A classic Odia melody that continues to win hearts with its soulful rendition and timeless charm! 🎶💖